ଲାଗୁଆ ଦେବା Lāguā debā

  • ଦେ. କ୍ରି—(ବେପାରୀ ବା ଦ୍ରବ୍ୟ ବିକ୍ରେତା) — କୌଣସି ବ୍ଯକ୍ତିଙ୍କୁ ପ୍ରତିଦିନ ନିୟମିତରୂପେ କୌଣସି ବସ୍ତୁ ଯୋଗାଇବା — (A trader or seller) To supply daily any article to a customer