ଲାଗୁ ଲାଗୁ Lāgu lāgu

  • ଦେ. ଅ (ଲାଗିବା କ୍ରିୟାର ଅସମାପିକାରୂପର ଦ୍ୱିପ୍ରୟୋଗ); — ଅନୁଭୂତ ହେବାର ବା ଲାଗିବାର ଆରମ୍ଭରେ; ଆରମ୍ଭ ହେଉ ହେଉ — While beginning; at the beginning
  • ଦେ. ଅ (ଲାଗିବା କ୍ରିୟାର ଅସମାପିକାରୂପର ଦ୍ୱିପ୍ରୟୋଗ); — [ଉ—କୁସୁମୋତ୍ସବ ବିଚ୍ଛେଦ ଯୁଗୁ, ଲାଗି ଡକାଇତ ଲାଗୁ ଲାଗୁ। କବିସୂର୍ଯ୍ୟ. ସଙ୍ଗୀତ।]