ଲାଗି Lāgi

  • ଦେ. ଅ (ସଂ. ଲଗ୍ ଧାତୁ) — (ଅମୁକର) ହେତୁରୁ; ପାଇଁ; ନିମନ୍ତେ; କାରଣରୁ — For; owing to; because of; on account of
  • ଦେ. ଅ (ସଂ. ଲଗ୍ ଧାତୁ) — [ଦ୍ର— ଲାଗି, ପାଇଁ, ନିମନ୍ତେ, ଯୋଗୁଁ, ଯୋଗୁରୁ, ଯୋଗେ, ହେତୁ, ହେତୁରୁ ଆଦି ଶବ୍ଦଦ୍ୱାରା ଭାବ ଓ ଅଭାବ ଉଭୟ ଅର୍ଥ ସୂଚିତ ହୁଏ। ସାଧାରଣତଃ ଏହା ବିଭକ୍ତିସୂଚକ ଅବ୍ଯୟରୂପେ ଷଷ୍ଠୀ ବିଭକ୍ତି ବିଶିଷ୍ଟ ଶବ୍ଦ ପରେ ବିକଳ୍ପେ ବ୍ଯବହୃତ ହୁଏ; ଯଥା, ଗୋବିନ୍ଦ ଲାଗି, ଗୋବିନ୍ଦର ଲାଗି, କାହାଲାଗି, କାହାର ଲାଗି, ତୋଲାଗି, ତୋର ଲାଗି।]
  • ଦେ. ଅ (ସଂ. ଲଗ୍ ଧାତୁ) — [ଉ—ଶ୍ୟାମ କେଡ଼େ ଅବୁଝାଣ, ତାଲାଗି ଯିବ ଏ ପ୍ରାଣ। କବିସୂର୍ଯ୍ୟ, ସଙ୍ଗୀତ।]
  • ଦେ. ଅ (ସଂ. ଲଗ୍ ଧାତୁ) — ଉପସ୍ଥିତି ଯୋଗୁଁ — On account of the presence of
  • ଦେ. ଅ (ସଂ. ଲଗ୍ ଧାତୁ) — [ଉ—ତୋ ଲାଗି ଗୋପ ଦାଣ୍ଡ ମନା ରେ କାଳିଆ ସୁନା। ସଙ୍ଗୀତ।]
  • ଦେ. ଅ (ସଂ. ଲଗ୍ ଧାତୁ) — (ଅମୁକର) ପକ୍ଷରୁ; କୌଣସି ବ୍ଯକ୍ତିଙ୍କର ପ୍ରତିନିଧିରୂପେ — On behalf of; as a representative of
  • ଦେ. ଅ (ସଂ. ଲଗ୍ ଧାତୁ) — (ଅମୁକର) ପରିବର୍ତ୍ତରେ — In lieu of
  • ଦେ. ଅ (ସଂ. ଲଗ୍ ଧାତୁ) — ନିମନ୍ତେ; (ନିର୍ଦ୍ଦିଷ୍ଟକାଳ ବା ସମୟ) ପାଇଁ — For (a space of time)
  • ଦେ. ଅ (ସଂ. ଲଗ୍ ଧାତୁ) — (ଯଥା— ମୁଁ ଦିନକ ଲାଗି ଏଠାକୁ ଆସିଛି) କ୍ରି. ବିଣ (ଲାଗିବା
  • ଦେ. ଅ (ସଂ. ଲଗ୍ ଧାତୁ) — କ୍ରିୟାର ଅସମାପିକାରୂପ
  • ଦେ. ଅ (ସଂ. ଲଗ୍ ଧାତୁ) — ସଂଲଗ୍ନ ହୋଇ — Adhering to; closely engaged in
  • ଦେ. ଅ (ସଂ. ଲଗ୍ ଧାତୁ) — ଲାଗିପଡ଼ି; ଅଧ୍ୟବସାୟସହକାରେ — With perseverance