ଲାଗିବା ନ ଲାଗିବା Lāgibā na lāgibā
- ଦେ. କ୍ରି — ସ୍ପର୍ଶ କରିବା ନ କରିବାପରି ଜଣାଯିବା; ଅତି ସୂକ୍ଷ୍ମରୂପେ ସ୍ପର୍ଶକରିବା — To seem to touch and not to touch; to touch very slightly
- ଦେ. କ୍ରି — [ଉ—ସେ ଘୋଡ଼ାଙ୍କର ବେଗ ପବନୁ ଚଳିଲା, ଅବନୀରେ ଚକ ଲାଗିଲା ନ ଲାଗିଲା। କୃଷ୍ଣସିଂହ. ମହାଭାରତ. ବନ।]