ଲାଗିପାଗି Lāgipāgi

  • ଦେ. କ୍ରି. ବିଣ (ନିରର୍ଥକ ସହଚର) — ଲାଗିପଡ଼ି (ଦେଖ) — Lāgipaṟḍ̠i. (See)
  • ଦେ. କ୍ରି. ବିଣ (ନିରର୍ଥକ ସହଚର) — [ଉ—ରାତିଯାକ ଲାଗିପାଗି ଘାଣ୍ଟିଲି ଅଳିଆ। ଭିକାରୀ, ଗୀତଲହରୀ।]