ଲାଗି ଯିବା Lāgi j̄ibā
- ଦେ. କ୍ରି (ସଂ. ଲଗ୍ ଧାତୁ) — ସଂଲଗ୍ନ ବା ସମ୍ପୂର୍ଣ୍ଣରୂପେ ମିଳିତ ହେବା — To become merged in
- ଦେ. କ୍ରି (ସଂ. ଲଗ୍ ଧାତୁ) — ଯୋଡ଼ି ହୋଇଯିବା — To become joined to
- ଦେ. କ୍ରି (ସଂ. ଲଗ୍ ଧାତୁ) — (କୌଣସି କାର୍ଯ୍ୟ) କ୍ରମାଗତ ଚାଲିବା — To continue
- ଦେ. କ୍ରି (ସଂ. ଲଗ୍ ଧାତୁ) — [ଉ—ଉତ୍ସବ ଉପରେ ଉତ୍ସବ ଅପର ଲାଗିଗଲା ନୀଳାଚଳେ। ରାଧାନାଥ. ପାର୍ବତୀ।]