ଲାଗି ପଡ଼ି (କୌଣସି କାର୍ଯ୍ୟ କରିବା) Lāgi paṟḍ̠i
- ଦେ. କ୍ରି. ବିଣ—(ସହଚର ଶବ୍ଦ) — ଦିବାନିଶି ମନ ଓ ଦେହକୁ ଲଗାଇ (କୌଣସି କାର୍ଯ୍ୟ କରିବା) — (to do any work) With full force of one's body and mind
- ଦେ. କ୍ରି. ବିଣ—(ସହଚର ଶବ୍ଦ) — ବହୁ ପରିଶ୍ରମ ସହକାରେ — With great labour; very laboriously
- ଦେ. କ୍ରି. ବିଣ—(ସହଚର ଶବ୍ଦ) — ଅବିଚ୍ଛିନ୍ନରୂପେ (କୌଣସି କାର୍ଯ୍ୟ କରିବା) — (to do any work) Uninterruptedly; continuously