ଲାଗି ଚନ୍ଦନ Lāgi chandana

  • ଦେ. ବି — ଦେବତା ଆଦିଙ୍କ ନିମନ୍ତେ ଅଭିପ୍ରେତ ଚନ୍ଦନ — Sandal paste intended for being put on a Deity
  • ଦେ. ବି — ଯେଉଁ ଚନ୍ଦନ ଦେବତାଙ୍କଠାରେ ବୋଳା ହୋଇଥାଏ (ଓ ପରେ ତାହା ତାହାଙ୍କ ଦେହରୁ କଢ଼ାଯାଇ ଥାଏ) — Sandal paste once put on the body of a Deity (and afterwards taken off)
  • ଦେ. ବି — [ଦ୍ର—ଏହିପରି ଲାଗିମାଳ, ଲାଗି ବେଲପତ୍ରୀ ଆଦି ହୁଏ।]