ଲାଖ୍ପୋଷା Lākh-poshā

  • ଦେ. ବିଣ (ପୁଂ. ଓ ସ୍ତ୍ରୀ) (ସଂ. ଲକ୍ଷ+ପୋଷକ) — ଯେ ଲକ୍ଷ ଲକ୍ଷ ବା ଅସଂଖ୍ୟ ବ୍ଯକ୍ତିଙ୍କ ଅନ୍ନ ସଂସ୍ଥାନ କରେ — A person who is instrumental in maintaining lakhs and lakhs of people