ଲାଖରାଜ୍ ବାଜାପ୍ତି Lākharāj bājāpti

  • ବୈଦେ. ବି—(ଫା. ଲାଖିରାଜ୍ ବାଜ୍ୟାଫ୍ତ୍) — ଯେଉଁ ଲାଖରାଜ ଜମିକୁ ଇଂରାଜ ଗଭର୍ଣ୍ଣମେଣ୍ଟ ମଞ୍ଜୁର ନ କରି ତହିଁ ଉପରେ କର ଧାର୍ଯ୍ୟ କରି ଅଛନ୍ତି — Resumed revenue-free tenure