ଲାଖ ମୁଦ Lākha muda
- ଦେ. ବି (ସଂ. ଲାକ୍ଷା ଓ ମୁଦ୍ରା) — ଜଉମୁଦ; ଲାଖ ଦ୍ୱାରା କୌଣସି ବସ୍ତୁକୁ (ଯଥା— ଚିଠି ଆଦିକୁ) ବନ୍ଦ କରିବା — Sealing with shell lac
- ଦେ. ବି (ସଂ. ଲାକ୍ଷା ଓ ମୁଦ୍ରା) — ଲାଖ ମୋହର; ଗାଲା ମୋହର — Sealing of a cover
- ବିଣ — ଯାହା ଜଉମୁଦ ଦ୍ୱାରା ବନ୍ଦ କରା ଯାଇଥାଏ — Sealed with the sealing wax