ଲାଖ ବାଜିବା Lākha bājibā

  • ଦେ. ବି — ଲକ୍ଷ୍ୟଭେଦ; ଲକ୍ଷ୍ୟ ସ୍ଥଳରେ ଅସ୍ତ୍ରଶସ୍ତ୍ରାଦିର ଚୋଟ ପହଞ୍ଚିବା — Striking at a target
  • ଦେ. ବି — [ଉ—ବାଜିବ କି ଲାଖ, ବିଶୀର୍ଣ୍ଣ ହେବ ଗୁଣ ଶିଳୀମୁଖ। ଭଞ୍ଜ, ବୈଦେହୀଶବିଳାସ।]