ଲାଖ କରିବା Lākha karibā

  • ଦେ. କ୍ରି — କୌଣସି ଲକ୍ଷ୍ୟ ପ୍ରତି ଶର ଆଦି ନିକ୍ଷେପ କରିବା — To aim (an arrow or gun) at a target
  • ଦେ. କ୍ରି — [ଦ୍ର—ଯୁଧିଷ୍ଠି ରଜାଙ୍କ ଗଣ୍ଡିକି କରି ଲାଖ, ବିନ୍ଧିଲେ ବଜାଇଣ ଉତ୍ତମ ବିଶିଖ। କୃଷ୍ଣସିଂହ. ମହାଭାରତ. କର୍ଣ୍ଣ।]