ଲାକ୍ଷାଦି ତୈଳ Lākshādi ta̲i̱ḻa
- ସଂ. ବି (ମ. ପ. ଲୋ) — ସାଧାରଣ ତୈଳରେ ଲାଖ, ଦୁଧ ବା ଦହି, ରକ୍ତଚନ୍ଦନ, ଅଶ୍ୱଗନ୍ଧା, ହଳଦୀ, ଦାରୁହଳଦି, ଯଷ୍ଟିମଧୁ, କଟୁକୀ, ରେଣୁକା ଆଦି ମିଶାଯାଇ ପ୍ରସ୍ତୁତ ତୈଳ — A medicinal oil
- ସଂ. ବି (ମ. ପ. ଲୋ) — [ଦ୍ର—ଏହା ଜୀର୍ଣ୍ଣଜ୍ୱର, ରାଜଯକ୍ଷ୍ମା ଆଦି ଦୂର କରେ ଓ ବଳବର୍ଦ୍ଧକ (ହି. ଶ.)]