ଲାକ୍ଷା ଦ୍ୱୀପ Lākshā dwīpa
- ସଂ. ବି (ସଂ. ଲକ୍ଷଦ୍ୱୀପ; ବୋଧହୁଏ ପୂର୍ବେ ମାଳଦ୍ୱୀପପୁଞ୍ଜ ଓ ଏ ଦ୍ୱୀପପୁଞ୍ଜ ଶ୍ରେଣୀବଦ୍ଧ ଭାବେ ଥିବାରୁ ବହୁ ସଂଖ୍ୟକ କ୍ଷୁଦ୍ର ଦ୍ୱୀପରୁ ଏ ନାମ ହୋଇଅଛି, କିମ୍ବା ଏହା ପ୍ରବାଳ ଦ୍ୱୀପ ଥିବାରୁ ଏହାର ଲାକ୍ଷା ପରି ରକ୍ତବର୍ଣ୍ଣ ଦେଖି ବଣିକମାନେ ଏହି ନାମ ଦେଇଛନ୍ତି—ବିଶ୍ୱକୋଷ)—ଭାରତ ମହାସାଗରର ଆରବସାଗରର ଦ୍ୱୀପପୁଞ୍ଜ — The Lacadive Islands in the Arabian Sea of the Indian Ocean
- ସଂ. ବି [ଦ୍ର—ଏହା ମାଲବାର ଉପକୂଳର କାଲିକଟର ପଶ୍ଚିମରେ 10 ଡିଗ୍ରୀ ଉତ୍ତର ଅକ୍ଷାଂଶ ଓ 72 ଡିଗ୍ରୀ ପୂର୍ବ ଦ୍ରାଘିମାରେ ଅବସ୍ଥିତ। ଏହା 14 ଟି ଦ୍ୱୀପରେ ଗଠିତ।] — [ଦ୍ର—ଏହା ମାଲବାର ଉପକୂଳର କାଲିକଟର ପଶ୍ଚିମରେ10ଡିଗ୍ରୀ ଉତ୍ତର ଅକ୍ଷାଂଶ ଓ72ଡିଗ୍ରୀ ପୂର୍ବ ଦ୍ରାଘିମାରେ ଅବସ୍ଥିତ ଏହା14ଟି ଦ୍ୱୀପରେ ଗଠିତ]