ଲାକ୍ଷା ଗୃହ Lākshā gṛuha

  • ସଂ. ବି (ମ. ପ. ଲୋ) — ଜତୁଗୃହ; ଯେଉଁଗୃହରେ ଲାକ୍ଷା ବୋଳାଯାଇ ଥାଏ (ଏହା ସହଜରେ ନିଆଁ ଲାଗିଯାଏ) — A house daubed with lac
  • ସଂ. ବି (ମ. ପ. ଲୋ) — [ଦ୍ର—ପାଣ୍ଡବମାନଙ୍କୁ ପୋଡ଼ି ମାରିବା ପାଇଁ ଦୁର୍ଯ୍ୟୋଧନ ଲାକ୍ଷାଗୃହ ତିଆରି କରାଇଥିଲେ।]