ଲାକ୍ଷା କୀଟ Lākshā kīṭa

  • ସଂ. ବି — ଜଉ ପୋକ; ଲାହା ପୋକ — Coccus Lacca; shell lac insect, Tachardia Lacca
  • ସଂ. ବି — [ଦ୍ର—ଏହି ପୋକ ଅଶ୍ୱତ୍ଥ, ବଦରୀ, ବକୁଳ, ପଲାଶ, କୋଶାମ୍ର ଆଦି ବୃକ୍ଷର ଡାଳରେ ପୁଞ୍ଜୀଭୂତ ହୋଇ ବସନ୍ତି ଓ ସେମାନଙ୍କ ପେଟରୁ କ୍ଷୁଦ୍ର କ୍ଷୁଦ୍ର ରକ୍ତବର୍ଣ୍ଣ କୀଟ ଜାତ ହୋଇ ଡାଳ ତମାମ ଲେଶି ହୋଇ ଯାଆନ୍ତି, ଏମାନଙ୍କ ବର୍ଣ୍ଣ ନାଲି। ସେହି କୀଟ- ମାନେ ମରିଯିବାରୁ ସେହି ନାଲି ସ୍ତରକୁ ଗଛର ଡାଳରୁ ତାଞ୍ଛି ଆଣି ନିର୍ଦ୍ଦିଷ୍ଟ ପ୍ରକ୍ରିୟା ଦ୍ୱାରା ଅଳତାରଙ୍ଗ, ଲାଖ ବା ଜଉ, ରଙ୍ଗ, ବାର୍ଣ୍ଣିସ ଆଦି କରାଯାଏ।]