ଲାକ୍ଷଣ୍ୟ Lākshaṇya

  • ସଂ. ବିଣ.—(ଲକ୍ଷଣ+ସମ୍ବନ୍ଧୀୟାର୍ଥେ. ଯ) — ଲକ୍ଷଣ ସମ୍ବନ୍ଧୀୟ — Relating to Lakshaṇa
  • ସଂ. ବିଣ.—(ଲକ୍ଷଣ+ସମ୍ବନ୍ଧୀୟାର୍ଥେ. ଯ) — ଲକ୍ଷଣଯୁକ୍ତ — Having a distinctive mark or sign
  • ସଂ. ବିଣ.—(ଲକ୍ଷଣ+ସମ୍ବନ୍ଧୀୟାର୍ଥେ. ଯ) — ଶୁଭାଶୁଭ ଜାଣିଥିବା (ବ୍ଯକ୍ତି); ଦୈବଜ୍ଞ — Versed in astrology