ଲାକ୍ଷଣିକ Lākshaṇika

  • ସଂ. ବିଣ — (ଲକ୍ଷଣ+ସମ୍ବନ୍ଧାର୍ଥେ. ଇକ)—ଲକ୍ଷଣ ସମ୍ବନ୍ଧୀୟ — Relating to Lakshaṇa
  • ସଂ. ବିଣ — (ଲକ୍ଷଣା+ଇକ) ଲକ୍ଷଣା ସମ୍ବନ୍ଧୀୟ — Relating to Lakshaṇā
  • ସଂ. ବିଣ — ଲକ୍ଷଣାଦ୍ୱାରା ପ୍ରତିବାଦ (ଅର୍ଥ) — Metaphorical (meaning); figurative or ascribed
  • ବି — ଲକ୍ଷଣଜ୍ଞ; ଲକ୍ଷଣଦ୍ୱାରା ଶୁଭାଶୁଭ ଫଳ ବା ତତ୍ତ୍ୱାଦି ନିରୂପଣ କରି ପାରିବା ବ୍ଯକ୍ତି — A person able to diagnose or ascertain a matter from signs or omens
  • ବି — ଫଳିତ ଜ୍ୟୋତିଷବେତ୍ତା; ଦୈବଜ୍ଞ — Foreteller; one versed in astrology; fortune-teller
  • ବି — ପ୍ରତ୍ୟେକ ଚରଣରେ 32 ମାତ୍ରାଯୁକ୍ତ ଛନ୍ଦୋବିଶେଷ (ହି. ଶ.) — ପ୍ରତ୍ୟେକ ଚରଣରେ2ମାତ୍ରାଯୁକ୍ତ ଛନ୍ଦୋବିଶେଷ (ହି. ଶ.)— . Name of a Sanscrit metre