ଲାକୁଟିକ Lākuṭika

  • ସଂ. ବିଣ. ପୁଂ.—(ଲାକୁଟ+ପ୍ରହରଣଧାରୀ ଅର୍ଥରେ+ଇକ) — ଲାଗୁଡ଼ଧାରୀ — Armed with a cudgel or club (Apte)
  • ସଂ. ବି. ପୁଂ. — ପହରାବାଲା — Watchman; sentinel (Apte)