ଲାଉମୁଣ୍ଡା Lāu muṇḍā
- ପ୍ରାଦେ. (ସମ୍ବଲପୁର) ବି — ନାଗବନ୍ଧ 1 । (ଦେଖ) — ନାଗବନ୍ଧ (ଦେଖ). Nāgabandha (See)
- ପ୍ରାଦେ. (ସମ୍ବଲପୁର) ବି — ନାଗବନ୍ଧ ବା ଚଉକାଠର ଉପର ଓ ତଳ କୋଣରେ କବାଟର ଦଶି ରହିବା ପାଇଁ କରା ଯାଇଥିବା ଛିଦ୍ର — The holes made on the upper and lower corners of a threshold to hold the corners of a door plate