ଲାଉଆ ଦୁଧୀ Lāuā dudhī
- ଦେ. ବିଣ. ସ୍ତ୍ରୀ — ଅଲାବୁ ପରି ବର୍ତ୍ତୁଳ କୁଚବତୀ (ସ୍ତ୍ରୀ); ଘଟ ସ୍ତନୀ — (A woman) With big plump breasts (compared to pumpkins.)
- ଦେ. ବିଣ. ସ୍ତ୍ରୀ — [ଦ୍ର—ଲାଉଆଦୁଧୀ ସ୍ତ୍ରୀମାନଙ୍କ କୁଚମାନ ବଡ଼ ବଡ଼ ଥିବାରୁ ପୂର୍ଣ୍ଣ ଯୌବନାବସ୍ଥାର ଅଳ୍ପକାଳ ପରେ ଶିଥିଳ ଓ ଅଧୋମୁଖ ହୋଇଯାଏ]