ଲାଉ ଥାଳ Lāu thāḻā
- ଦେ. ବି — ବୁଢ଼ା ଲାଉକୁ ମୁଣ୍ଡିପାଖରୁ କାଟି ତହିଁ ମଧ୍ୟରୁ ଶସକୁ କୋରି ତହିଁର କଠିନ ଚୋପା ବା ଖୋଳପାରେ କରାଯିବା ପାତ୍ର — A pot made by scarping off the kernel of a ripe pumpkin
- ଦେ. ବି — [ଦ୍ର—ଆମଦେଶର ନାଥ(ଯୋଗୀ)ମାନେ ଏହି ଲାଉ ଥାଳ ଘେନି ଭିକ୍ଷା କରନ୍ତି ଓ ସେଥିରେ ଭାତ ତୋରାଣୀ ଆଦିମଧ୍ୟ ଖାଆନ୍ତି।]