ଲାଉ କରିବା Lāu karibā

  • ଦେ. କ୍ରି — ଶିଶୁ ଓ ଅକ୍ଷମମାନଙ୍କୁ ପିଠିରେ ପକାଇ ସେମାନଙ୍କର ଦୁଇହାତକୁ ବାହକ ଆପଣା କାନ୍ଧ ବାଟେ ଟାଣି କରି ଧରି ବହନ କରିବା — To carry a child or invalid on the back
  • ଦେ. କ୍ରି — [ଦ୍ର—ପିଲାମାନଙ୍କୁ ଲାଉ କରିବା ସମୟରେ ବୟଃସ୍କମାନେ ଏହି ଶିଶୁଗୀତ ବୋଲି ଥାଆନ୍ତି—ଲାଉ କିଏ ନବ ଆସ। ଲାଉରେ ପଡ଼ିଛି କପୁରବାସ, ଲାଉ ଖାଇଲେ ଛାଡ଼ିବ କାଶ।]