ଲାଇସେନ୍ସ୍ Lāisens

  • ବୈଦେ. ବି—(ଇଂ.) — କୌଣସି ବିଶିଷ୍ଟ କାର୍ଯ୍ୟ କରିବାକୁ ରାଜ ସରକାରଙ୍କ ବା କୌଣସି କର୍ତ୍ତୃପକ୍ଷଙ୍କ ପ୍ରଦତ୍ତ ଅନୁମତି — License procured from the Government or from any other authority
  • ବୈଦେ. ବି—(ଇଂ.) — ରାଜ ସରକାରଙ୍କ ଅନୁମତି ପତ୍ର — A deed of license got from the Government
  • ବୈଦେ. ବି—(ଇଂ.) — ଲାଇସେନ୍ସ ଫିସ୍ — License fees
  • ବୈଦେ. ବି—(ଇଂ.) — [ଦ୍ର—ମାଦକ ଦ୍ରବ୍ୟାଦି ବିକ୍ରିକରିବା ପାଇଁ, ଭଡ଼ାଘରେ ଯାତ୍ରି- ମାନଙ୍କୁ ଭଡ଼ାରେ ରଖାଇବାପାଇଁ, ଡଙ୍ଗାଦ୍ୱାରା ଲୋକଙ୍କୁ ନଈ ପାରି କରିବା ପାଇଁ ସରକାର ଲୋକଙ୍କ ଠାରୁ ଫିସ୍ ବା ଶୁଳ୍କ ଗ୍ରହଣ କରି ଲାଇସେନ୍ସ୍ ବା ଅନୁମତିପତ୍ର ଦିଅନ୍ତି।]