ଲାଇଫ୍ ବେଲ୍ଟ Lāiph belṭ

  • ବୈଦେ. ବି (ଇଂ.) — ସମୁଦ୍ରରେ ଜାହାଜରେ ଯାଉଥିବା ଯାତ୍ରୀମାନେ ଜାହାଜ ଅକସ୍ମାତ୍ ବୁଡ଼ିଗଲେ ଯେଉଁ ରବର୍ ନିର୍ମିତ ବାୟୁପୂର୍ଣ୍ଣ କମରପଟିକୁ ଦେହରେ ବାନ୍ଧିବା ଦ୍ୱାରା ପାଣିରେ ବୁଡ଼ି ମରନ୍ତି ନାହିଁ — Life-belt