ଲାଇଫ୍ ଇନ୍ସିଓର୍ କରିବା Lāiph-insior karibā

  • ଦେ. କ୍ରି (ଇଂ. ଲାଇଫ୍+ଇନସ୍ୟୋର୍) — ଆପଣା ଜୀବନକୁ ବୀମା କରିବା; କୌଣସି ବ୍ଯକ୍ତିର ମୃତ୍ୟୁ ହେଲେ ତାହାର ଉତ୍ତରାଧିକାରୀମାନେ ନିର୍ଦ୍ଦିଷ୍ଟ ପରିମିତ ଟଙ୍କା କୌଣସି କୋମ୍ପାନୀରୁ ପାଇବେ ବୋଲି ଚୁକ୍ତି କରିବା — To insure a person's life
  • ଦେ. କ୍ରି (ଇଂ. ଲାଇଫ୍+ଇନସ୍ୟୋର୍) — [ଦ୍ର—ଏହା ଆଧୁନିକ ସଭ୍ୟତା ପ୍ରବର୍ତ୍ତିତ ଏକପ୍ରକାର ଜୁଆ ଖେଳ ରୀତି। ଏ ସମ୍ବନ୍ଧୀୟ କେତେଗୁଡ଼ିଏ ଶବ୍ଦ ଭାଷାରେ ଚଳିଅଛି।]