ଲାଇଫ୍ ଇନ୍ସିଓରାନ୍ସ୍ Lāiph insiorāns
- ବୈଦେ. ବି (ଇଂ. ଲାଇଫ୍ ଇନ୍ସ୍ୟୁରାନ୍ସ) — ଜୀବନବୀମା ରୀତି — Life insurance
- ବୈଦେ. ବି (ଇଂ. ଲାଇଫ୍ ଇନ୍ସ୍ୟୁରାନ୍ସ) — [ଦ୍ର—ଏଥିପାଇଁ ଲୋକେ ମାସକୁ ମାସ କିମ୍ବା ଭିନ୍ନ ନିର୍ଦ୍ଦିଷ୍ଟ କିସ୍ତିରେ ଯେଉଁ ଟଙ୍କା କମ୍ପାନୀକୁ ଦିଅନ୍ତି ତାକୁ ପ୍ରିମିଅମ୍ — (Premium)ଓ କମ୍ପାନୀକୁ ଉକ୍ତ ବ୍ଯକ୍ତିଙ୍କୁ ଯେଉଁ ଚୁକ୍ତିପତ୍ର ଲେଖି ଦିଅନ୍ତି ତାକୁ ପଲିଶି(Policy)ଓ ଟଙ୍କା ଦେବା ବ୍ଯକ୍ତି କମ୍ପାନୀକୁ ଯେଉଁ ଚୁକ୍ତିପତ୍ର ଲେଖିଦିଏ ତାକୁ(Bond)ବୋଲାଯାଏ ଯେଉଁ ବ୍ଯକ୍ତି ଟଙ୍କା ଦିଏ ତାକୁ ପଲିଶି ହୋଲ୍ଡର୍(Policy holder)ବୋଲାଯାଏ]