ଲହୁଲୁହାଣି Lahuluhāṇi

  • ଦେ. ବିଣ (ସଂ. ଲୋହିତ); ରକ୍ତଜର୍ଜରିତ— ରକ୍ତାକ୍ତ — Stained with blood
  • ଦେ. ବିଣ (ସଂ. ଲୋହିତ); (ଯଥା— ସେ ମାଡ଼ ଖାଇ ଲଉଲୁଆଣ ହୋଇଗଲା।)
  • ଦେ. ବି — ଲଅଲୁଆଣି (ଦେଖ) — La-a lu-āṇi (See)