ଲହୁ ଜାରି Lahu jāri

  • ଗ୍ରା. ବି (କଚିରିଆ) (ସଂ. ଲୋହ ଓ ଫା. ଜାହେର=ପ୍ରକାଶ) — ରକ୍ତସ୍ରାବ — Bleeding; haemorrhage
  • ଗ୍ରା. ବି (କଚିରିଆ) (ସଂ. ଲୋହ ଓ ଫା. ଜାହେର=ପ୍ରକାଶ) — ଋତୁସ୍ରାବ — Menstrual flow; menstruation
  • ଦେ. ବି — ରକ୍ତାକ୍ତ — Bleeding