ଲଶ୍ ପଶ୍ Laṡ paṡ

  • ଦେ. ବି (ସଂ. ଲକ୍ଷ୍ ଧାତୁ=ଅଭିଳାଷ କରିବା; ବା ସଂ. ଲିପ୍ସା) — ହାଇଁପାଇଁ; କୌଣସି ବସ୍ତୁକୁ ଧରିବାର ବା ପାଇବାର ଅଭିଳାଷ — A hankering or longing after a thing
  • ଦେ. ବି (ସଂ. ଲକ୍ଷ୍ ଧାତୁ=ଅଭିଳାଷ କରିବା; ବା ସଂ. ଲିପ୍ସା) — ଲୁଚ୍ପୁଚ୍ (ଦେଖ) — Luch-puch (See)