ଲଶମ Laṡama

  • ଦେ. ବି (ସଂ. ଶ୍ଳେଷା; ତୁଳ. ଇଂ. ଫ୍ଳେମ୍) — ଶ୍ଳେଷ୍ମାରୋଗ; ଶର୍ଦି; କଫ ରୋଗ; ଦେହରେ ଥଣ୍ଡା ବାଜିବା ହେତୁ ନାକରୁ ପାଣି ବୋହିବା ଓ କଫ ଧରିବା ରୋଗ — Catching cold; catarrh; phlegm
  • ଦେ. ବି (ସଂ. ଶ୍ଳେଷା; ତୁଳ. ଇଂ. ଫ୍ଳେମ୍) — ଆର୍ଦ୍ରତା — Wetness; moisture
  • ଦେ. ବି (ସଂ. ଶ୍ଳେଷା; ତୁଳ. ଇଂ. ଫ୍ଳେମ୍) — [ଉ—ଜମିରୁ ଲଶମ ଛାଡ଼ି ନାହିଁ।]