ଲଳ୍ (ଧାତୁ) Laḻ (root)

  • ସଂ — କଟାକ୍ଷାଦି ଭଙ୍ଗୀ ବା ବିଳାସ ପ୍ରଦର୍ଶନ କରିବା — To glance sportively
  • ସଂ — କ୍ରୀଡ଼ା କରିବା — To sport; to play
  • ସଂ — ଇଚ୍ଛା କରିବା — To wish or desire
  • ସଂ — ପ୍ରାପ୍ତି ପାଇଁ ବାଞ୍ଛା କରିବା — To hanker after; to long for
  • ସଂ — (ଜିଭ) ହଲାଇବା — To loll or wag (the tongue)