ଲଳିତ ପଦ Laḻita pada
- ସଂ. ବି — (କର୍ମଧା)—ମନୋହର ପଦ ବା ବାକ୍ୟ — Graceful words
- ସଂ. ବି — (ବହୁବ୍ରୀହି) ଏକ ମାତ୍ରିକ ଛାନ୍ଦ — A Sanscrit syllabic metre
- ସଂ. ବି — [ଦ୍ର—ଏଥିର ପ୍ରତ୍ୟେକ ଚରଣରେ 16+ 12=28 ମାତ୍ରା ଥାଏ, ଅନ୍ତରେ ଦୁଇଟି ଗୁରୁ ବର୍ଣ୍ଣ ଥାଏ। (ହି. ଶ.)]. — [ଦ୍ର—ଏଥିର ପ୍ରତ୍ୟେକ ଚରଣରେ16+ 12=28ମାତ୍ରା ଥାଏ, ଅନ୍ତରେ ଦୁଇଟି ଗୁରୁ ବର୍ଣ୍ଣ ଥାଏ (ହି. ଶ.)]
- ସଂ. ବିଣ.—(ବହୁବ୍ରୀହି) — ଯହିଁରେ ସୁନ୍ଦର ପଦ ବା ଶବ୍ଦ ଥାଏ — Containing graceful words; elegantly composed (M. W.)