ଲଳନ୍ତିକା Laḻantikā

  • ସଂ. ବି. ସ୍ତ୍ରୀ (ଲଳତ୍=ଝୁଲୁଥିବା+କ+ସ୍ତ୍ରୀ. ଆ, ନିପାତନ) — ନାଭି ଦେଶ ପର୍ଯ୍ୟନ୍ତ ଲମ୍ବିଥିବା ହାର — A neklace reaching the navel
  • ସଂ. ବି. ସ୍ତ୍ରୀ (ଲଳତ୍=ଝୁଲୁଥିବା+କ+ସ୍ତ୍ରୀ. ଆ, ନିପାତନ) — ଏଣ୍ଡୁଅ — Chameleon; lizard. (M. W.)
  • ସଂ. ବି. ସ୍ତ୍ରୀ (ଲଳତ୍=ଝୁଲୁଥିବା+କ+ସ୍ତ୍ରୀ. ଆ, ନିପାତନ) — ଗୋଧି (ହି. ଶ.) — Iguana