ଲଳନା ପ୍ରିୟ Laḻanā priya
- ସଂ. ବିଣ. ପୁଂ. — ନାରୀପ୍ରିୟ — Loving women; fond of women
- ସଂ. ବିଣ. ପୁଂ. — ପତ୍ନୀ— ଭକ୍ତ — Devoted to one's own wife; uxorious
- ସଂ. ସ — କଦମ୍ବ — A tree; Neucles Kadamba
- ସଂ. ସ — ହ୍ରୀବେର; କୁରୁବେଲି — A plant; Pavonia Odorata
- ସଂ. ସ — ବଳା; ଗନ୍ଧଦ୍ରବ୍ୟ ବିଶେଷ; ବାଡ଼ିଅଅଁଳା ଗୁଳ୍ମ ('ବଳା' ଦେଖ) — Sida Cordfolia
- ସଂ. ସ — ପ୍ରସାରିଣୀ ଲତା (ଦେଖ) — Prasāriṇī latā. (See)