ଲଲେଇ ହେବା Lalei hebā

  • ପ୍ରାଦେ (ସମ୍ବଲପୁର) କ୍ରି — ଗ୍ରାସାଚ୍ଛାଦନ ଅଭାବରୁ ଅନ୍ୟର ଦ୍ୱାରସ୍ଥ ହୋଇ ଲାଳାୟିତ ହେବା — To go to another's door and linger there for a morsel of food or a piece of cloth