ଲଲାଟ ଲେଖନ Lalāṭa lekhana

  • ସଂ. ବି — କପାଳଲିଖନ; ଅଦୃଷ୍ଟଲିପି; ଯେଉଁ ବିଷୟ ମନୁଷ୍ୟର କପାଳରେ ଲେଖାଥାଏ ଓ ଯାହା ଅବଶ୍ୟ ଘଟିବ — The ordinance of destiny; the writings of Brahmā on one's forehead
  • ସଂ. ବି — ଅବଶ୍ୟଂଭାବୀ ଘଟନା — An inevitable incident