ଲମ୍ବା ଲମ୍ବି Lambā lambi

  • ଦେ. ବି — ଲମ୍ବାଇବା ଆଦି କ୍ରିୟା — Acts of lengthening or stretching etc
  • ବିଣ — ବହୁତ ଲମ୍ବା — Very long; of great length
  • ବିଣ — [ଉ—ଗ୍ରାମଟି ଲମ୍ବାଲମ୍ବି, କିନ୍ତୁ ସିଧା ସଳଖ ନୁହେଁ, ଆଠ ଅଙ୍କିଆ। ଫକୀରମୋହନ. ଛମାଣ ଆଠଗୁଣ୍ଠ।]
  • କ୍ରି. ବିଣ — ଲମ୍ବେ ଲମ୍ବେ; ଲମ୍ବବାଗରେ — Straightway; straightly; along; lengthwise