ଲମ୍ବା ଲମ୍ବା Lambā lambā

  • ଦେ. ବିଣ — ଲମ୍ବ ଲମ୍ବ (ଦେଖ) — Lamba lamba, (See)
  • ଦେ. ବିଣ — [ଉ—ଲମ୍ବା ଲମ୍ବା ହାକୁଟି ମାରି ଆଶୀର୍ବାଦ କରି ପତ୍ର ଛାଡ଼ନ୍ତି। ଫକୀରମୋହନ. ଛମାଣ ଆଠଗୁଣ୍ଠ।]