ଲମ୍ବା କରିବା Lambā karibā

  • ଦେ. କ୍ରି — ପ୍ରହାରଦ୍ୱାରା କୌଣସି ବ୍ଯକ୍ତିକୁ ଦଣ୍ଡବତ୍ ଧରାଶାୟୀ କରିବା — To cause a person to fall flat on the ground by severely beating him
  • ଦେ. କ୍ରି — କୌଣସି ବସ୍ତୁକୁ ଦୀର୍ଘ କରିବା — To lengthen; to elongate