ଲମ୍ବା କରି ଶୁଆଇ ଦେବା Lambā kari ṡuāi debā
- ଦେ. କ୍ରି — କୌଣସି ବ୍ଯକ୍ତିକୁ ଭୀଷଣ ଭାବରେ ପ୍ରହାର କରି ଭୂତଳଶାୟୀ କରିବା — 1. To beat one so severely as to make him unable to sit erect but lie prostrate on the ground
- ଦେ. କ୍ରି — ଲମ୍ବ ବା ସିଧା ଭାବରେ କୌଣସି ବ୍ଯକ୍ତିକୁ (ଯଥା, ରୋଗୀକୁ ବା ଶିଶୁକୁ) ଶୁଆଇ ଦେବା — To lay one lie prostrate