ଲମ୍ବରା ବୁଲା Lambarā bulā

  • ପ୍ରାଦେ. (ଗଡ଼ଜାତ) ବି. (ଶିକାରୀ) ବନ୍ଧୁକ ଧରି ଦୁଇ ଜଣ ଲୋକଙ୍କ ସଙ୍ଗେ ଚନ୍ଦ୍ରପକ୍ଷ ରାତିରେ ଲୁଚି ଲୁଚି ବାଘ ପ୍ରଭୃତି ଶିକାର ଖୋଜିବା — A hunter seeking game in moonlight accompanied by two persons