ଲମ୍ବ ହେବା Lamba hebā

  • ଦେ. କ୍ରି — ଗୋଡ଼ ହାତ ଲମ୍ବାଇ କରି ଶୋଇବା — To sleep by outstretching the hands and legs
  • ଦେ. କ୍ରି — ପ୍ରହାରାଦିଦ୍ୱାରା ଧରାଶାୟୀ ହେବା — To be so severely beaten as to lie flat on the ground
  • ଦେ. କ୍ରି — ବଢିବା; ବୃଦ୍ଧିପ୍ରାପ୍ତ ହେବା; ଲମ୍ବିବା — To grow
  • ଦେ. କ୍ରି — ଡେଙ୍ଗା ହେବା — To become tall