ଲମ୍ବ ହତା Lamba hatā

  • ଦେ. ବି — ପ୍ରାଚୀର ବେଷ୍ଟିତ ବା ଘେରବନ୍ଦି ହୋଇଥିବା ବିସ୍ତୃତ ସ୍ଥାନ — Long compound
  • ପ୍ରାଦେ (ଗଡ଼ଜାତ) ବି — ରାଜକର୍ମଚାରୀ ବିଶେଷ — One of the officials of a Rājā
  • ପ୍ରାଦେ (ଗଡ଼ଜାତ) ବି — ବଡ ପ୍ରଭୁଙ୍କ ଭୃତ୍ୟରୂପେ ଯେ ଗର୍ବ ସହକାରେ ଦୀର୍ଘ ପଦ— ବିକ୍ଷେପରେ ଚାଲେ — A personal servant who follows his master with long steps in pride
  • ଦେ. ବିଣ (ପୁଂ. ଓ ସ୍ତ୍ରୀ) — (ଲକ୍ଷଣାର୍ଥ) ମୁକ୍ତ ହସ୍ତ — Open handed
  • ଦେ. ବିଣ (ପୁଂ. ଓ ସ୍ତ୍ରୀ) — ଯାହାର ହାତ ଲମ୍ବା, ଦୀର୍ଘବାହୁ — Long armed