ଲମ୍ବ ରେଖା Lamba rekhā
- ସଂ. ବି — (ଜ୍ୟାମିତି)—ଯେଉଁ ସରଳରେଖା ଅପର ସରଳରେଖା ଉପରେ ଏପରିଭାବରେ ଦଣ୍ଡାୟମାନ ହୋଇଥାଏ ଯେ, ତାହାର ସନ୍ନିହିତ ପ୍ରତ୍ୟେକ କୋଣ ସମକୋଣ ହୁଏ — (Geometry) Perpendicular; a straight line which stands on another making each of the two adjacent angles a right angle
- ସଂ. ବି — ଦୀର୍ଘ ରେଖା — A long line