ଲମ୍ବ ଜିହ୍ୱ Lamba jihwa

  • ସଂ. ବିଣ. ପୁଂ.—(ବହୁବ୍ରୀହି) — ଯାହାର ଜିଭ ଲମ୍ବା ବା ଓହୋଳି ଥାଏ — Having a long or lolling tongue
  • ସଂ. ବିଣ. ପୁଂ.—(ବହୁବ୍ରୀହି) — ଯେ ଜିଭକୁ ବାହାରକୁ କାଢ଼ିଛି — Letting the tongue hang out (Apte)