ଲମ୍ବ ଗ୍ରୀବ Lamba grībā

  • ସଂ. ବିଣ. ପୁଂ. (ବହୁବ୍ରୀହି; ଲମ୍ବ+ଗ୍ରୀବା) — ଯାହାର ବେକ ବଡ଼; ଦୀର୍ଘଗ୍ରୀବ — Long necked
  • ସଂ. ବି — ଉଷ୍ଟ୍ର (ହି. ଶ.) — Camel