ଲମ୍ବ କେଶୀ Lamba keṡī

  • ସଂ. ବିଣ. ପୁଂ.—(ଲମ୍ବକେଶିନ୍ ଶବ୍ଦ) — ଦୀର୍ଘକେଶ ବିଶିଷ୍ଟ — Long haired
  • ଦେ. ବିଣ. ସ୍ତ୍ରୀ—(ସଂ. ଲମ୍ବକେଶା) — ଲମ୍ବକେଶବିଶିଷ୍ଟା — (A woman) Having long hairs