ଲମ୍ବ କାନି Lamba kāni
- ଦେ. ବି. — ଲମ୍ବ ପଣତ; ବସ୍ତ୍ରର ଦୀର୍ଘ ପ୍ରାନ୍ତ; ପିନ୍ଧାଲୁଗାକୁ ଅଣ୍ଟାରେ ଗୁଡ଼ାଇ ପିନ୍ଧିବା ପରେ ତହିଁରୁ ବଳି ପଡ଼ିବା ଲମ୍ବ ଅଂଶ — Long end of a cloth left after the cloth is tucked round the waist of the wearer
- ଦେ. ବି. — ଖୁବ୍ ଲମ୍ବ ଲୁଗା (ଯାହାର ପିନ୍ଧିବା ଅଂଶ ଅଣ୍ଟାରେ ଗୁଡ଼ାହେବା ପରେ ତହିଁର ଦୀର୍ଘପ୍ରାନ୍ତ ବଳି ପଡ଼େ) — A long cloth of which a good length is left after one end of it is wound round the waist of the wearer